ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଋଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଋଣ   ବିଶେଷ୍ୟ

ଅର୍ଥ : ଏକ ବ୍ୟକ୍ତି ବା ସଂସ୍ଥାଦ୍ୱାରା ଅନ୍ୟ ବ୍ୟକ୍ତି ବା ସଂସ୍ଥାକୁ ଦିଆଯାଉଥିବା ସେବା

ଉଦାହରଣ : ହିନ୍ଦୁ ଧର୍ମାନୁସାରେ ମାତୃଋଣ,ପିତୃଋଣ,ଗୃହଋଣ ତଥା ଦେବଋଣ ଏହି ଚାରୋଟି ମୁଖ୍ୟଋଣ

एक व्यक्ति या संस्था द्वारा दूसरे व्यक्ति या संस्था को दी जाने वाली सेवा।

हिंदू धर्म के अनुसार मातृ-ऋण, पितृ-ऋण, गुरु-ऋण तथा देव-ऋण ये चार मुख्य ऋण हैं।
ऋण

Money or goods or services owed by one person to another.

debt

ଅର୍ଥ : କାହାଠାରୁ ବା କେଉଁଠାରୁ ସୁଧ ସହିତ ବା ବିନା ସୁଧ ସହିତ ଫେରସ୍ତ କରିବାର ଚୁକ୍ତି ସହିତ ନିଆଯାଇଥିବା ଧନ

ଉଦାହରଣ : ସେ ଘର ତିଆରିପାଇଁ ବ୍ୟାଙ୍କରୁ ଋଣ ନେଇଛି

ସମକକ୍ଷ : ଉଧାର, କରଜ

कहीं से या किसी से ब्याज सहित या बिना ब्याज के वापस करने की बोली पर लिया हुआ धन आदि।

उसने घर बनाने के लिए बैंक से ऋण लिया।
उधार, ऋण, कर्ज, कर्जा, प्रामीत्य, लोन

Money or goods or services owed by one person to another.

debt

ଅର୍ଥ : ଯେଉଁ ଧନ କାହା ଭାଗରେ ବଳି ଯାଇଛି

ଉଦାହରଣ : ସେ ବ୍ୟାଙ୍କର ଦେଣା ଶୁଝି ଦେଲା

ସମକକ୍ଷ : ଦେଣ, ଦେଣା

वह धन जो किसी के जिम्मे बाकी रह गया हो।

उसने बैंक का बक़ाया अदा कर दिया।
देयशेष, बक़ाया, बकाया, बाक़ी, बाकी

A payment that is due (e.g., as the price of membership).

The society dropped him for non-payment of dues.
due

ଅର୍ଥ : ଗଣିତରେ ଫେଡିବା ଚିହ୍ନ

ଉଦାହରଣ : ଶୂନ୍ୟରୁ କମ୍‌ ସଂଖ୍ୟାକୁ ଋଣଦ୍ବାରା ଚିହ୍ନିତ କରାଯାଏ, ଯଥା (-୧୫)

ସମକକ୍ଷ : ଋଣାତ୍ମକ ଚିହ୍ନ

गणित में घटाने का चिह्न।

शून्य से कम संख्या को ऋण से दर्शाते हैं, जैसे -१५।
ऋण